Welcome Song Competition for 57th Foundation Day of SUNIV

ସମ୍ବଲପୁର ବିଶ୍ୱବିଦ୍ୟାଳୟର ୫୭ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ "ସ୍ବାଗତ ସଂଗୀତ " ଲିଖନ ପ୍ରତିଯୋଗିତାର ଆୟୋଜନ କରାଯାଇଛି।ଏହି ପ୍ରତିଯୋଗିତାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ,ଗବେଷକ-ଗବେଷିକା, ଶିକ୍ଷକଶିକ୍ଷୟିତ୍ରୀ,କର୍ମଚାରୀ(ଏପରିକି ପ୍ରାକ୍ତନ ଛାତ୍ରଛାତ୍ରୀ/ଗବେଷକଗବେଷିକା ଏବଂ ଅବସରପ୍ରାପ୍ତ ଶିକ୍ଷକଶିକ୍ଷୟିତ୍ରୀ/କର୍ମଚାରୀ) ଅଂଶଗ୍ରହଣ କରିପାରିବେ।ଗୀତଟି ଓଡ଼ିଆ କିମ୍ବା ସମ୍ବଲପୁରୀ/କୋଶଲୀ ଭାଷାରେ ଲେଖା ହୋଇଥିବ। ଇଚ୍ଛୁକ ବ୍ଯକ୍ତି ନିଜ ରଚିତ ଗୀତକୁ ୩୧ ଡିସେମ୍ବର ୨୦୨୩ ସୁଦ୍ଧା ଉଭୟ registrar@suniv.ac.in ଏବଂ hododi@suniv.ac.inକୁ ପଠାଇବେ। ଶ୍ରେଷ୍ଠ ବିବେଚିତ ଗୀତର ତିନିଜଣ ରଚୟିତାଙ୍କୁ ଆଗାମୀ ପ୍ରତିଷ୍ଠା ଦିବସରେ ପୁରସ୍କୃତ କରାଯିବ।

By the order of Vice Chancellor
Sd/-Registrar
Sambalpur University